Booking

 

Booking Form
ସର୍ତ୍ତାବଳୀ
  • ଅଗ୍ରୀମ ୫୦% ଦେଇ କାର୍ଯ୍ୟକ୍ରମ ପାଇଁ ବୁକିଙ୍ଗ୍ କରିବେ ।
  • ଅଗ୍ରୀମ ଦେଲାପରେ ଆକସ୍ମିକ ଦୁର୍ଘଟଣା ପରେ ଅଗ୍ରୀମ ଫେରସ୍ତ ନାହିଁ ।
  • କାର୍ଯ୍ୟକ୍ରମ/ପ୍ରସେସନ ସମୟରେ ଅଘଟଣ ଘଟାଇ କୌଣସି ଜିନିଷ ନଷ୍ଟ କଲେ ପାର୍ଟିକୁ କ୍ଷତି ପୂରଣ ଦେବାକୁ ବାଧ୍ୟ ଅଟନ୍ତି ।
  • ଆପଣଙ୍କ ସମୟ ଅନୁଯାୟୀ ବ୍ୟତିକ୍ରମ ହେଲେ ସେଥିପାଇଁ ଆମେ ଦାୟୀ ନୁହଁ ।
  • ସମସ୍ତ ବାକି ଟଙ୍କା ଦାୟିତ୍ଵରେ ଥିବା ନିମ୍ନ ସ୍ୱାକ୍ଷରକାରୀ ପରିଚାଳକଙ୍କ ଠାରେ ପଇଠ କରିବେ ।
  • ଆପଣଙ୍କ କ୍ୟାସେଟ, ଫଟୋ କିମ୍ବା ଅନ୍ୟାନ୍ୟ ଉପକରଣ ୯୦ ଦିନ ମଧ୍ୟରେ ନ ନେଲେ ପରିଚାଳକ ଦାୟୀ ରହିବେ ନାହିଁ ।
  • ଦୁର୍ଘଟଣା ବଶତଃ କୌଣସି ଡାଟା ଅପଲୋଡ଼ରେ ବ୍ୟାଘାତ ହେଲେ ପରିଚାଳକ ୩୦% ଟଙ୍କା ଭରଣା କରିବେ ।
  • ବିଜୁଳି ସମ୍ବନ୍ଧୀୟ ସମସ୍ତ ଦାୟିତ୍ଵ ପାର୍ଟି ବହନ କରିବେ ।
  • ଯିବା ଆସିବା, ରହିବା, ଖାଇବା ଖର୍ଚ୍ଚ ଓ ଦାୟିତ୍ଵ ପାର୍ଟି ବହନ କରିବେ ।
  • ପାର୍ଟି ୯୦% ଦେଲାପରେ ଭିଡିଓ, ଆଲବମ୍ ପାଇଁ ଦାବୀ କରି ପାରିବେ ।
  • ସମସ୍ତ ଦେଯ ଦେବା ପରେ ଭିଡିଓ ଏବଂ ଫଟୋର ଅରଜି ।
  • ଯଦି ଆପଣ ଅନଲାଇନ୍‌ ଟଙ୍କା ପେମେଣ୍ଟ କରିବାକୁ ଚାହୁଁଛନ୍ତି, ତେବେ ଆମର UPI ID: mahanta.chandra@ybl କିମ୍ବା PhonePe ନମ୍ବର: 7735381186 ବ୍ୟବହାର କରିପାରିବେ ।